Five Holy Temples in Srikshetra Puri

Five Holy Temples in Srikshetra Puri  

There are five holy temples in Puri namely Sri Lokanath, Sri Yameswar, Sri Markandeshwar, Sri Kapalmochana and Sri Nilakantha Temple. These five are called Panchu Pandavas. During the Dwapar Yuga, Yudhishthira, Bhima, Arjuna, Nakula and Sahadeva were with Shri Krishna.

ଶ୍ରୀକ୍ଷେତ୍ର ପୁରୀର ପାଞ୍ଚଟି ପବିତ୍ର ମନ୍ଦିର
ପୁରୀରେ ଥିବା ପାଞ୍ଚଟି ପବିତ୍ର ମନ୍ଦିର ଯଥା ଶ୍ରୀ ଲୋକନାଥ, ଶ୍ରୀ ଯମେଶ୍ଵର, ଶ୍ରୀ ମାର୍କଣ୍ଡେଶ୍ଵର, ଶ୍ରୀ କପାଳମୋଚନ ଓ ଶ୍ରୀ ନୀଳକଣ୍ଠ ମନ୍ଦିର । ଏହି ପାଞ୍ଚ ଜଣଙ୍କୁ ପଞ୍ଚୁପାଣ୍ଡବ ବୋଲି କୁହାଯାଏ। ଦ୍ଵାପର ଯୁଗରେ ଶ୍ରୀ କୃଷ୍ଣଙ୍କ ସହ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ ଓ ସହଦେବ ରହିଥିଲେ।