ବିଶ୍ୱକର୍ମା ନିର୍ମାଣ ଓ ସୃଜନର ଦେବତା ଅଟନ୍ତି । ଚାରି ଯୁଗ ଯୁଗ ଧରି ସେ ବହୁତ ନଗର ଓ ଭବନ ନିର୍ମାଣ କରିଥିଲେ। ତାଙ୍କ ପିତାଙ୍କ ନାମ ବସୁ ଓ ମାତାଙ୍କ ନାମ ଯୋଗସିଦ୍ଧା ଅଟେ ଏବଂ ତାଙ୍କ ପତ୍ନୀଙ୍କ ନାମ ରଚନା ଓ ପୁତ୍ରୀ ସୂର୍ଯ୍ୟ ପତ୍ନୀ ସଂଜ୍ଞା । ବିଶ୍ୱକର୍ମାଙ୍କ ପ୍ରାଚୀନ ମନ୍ଦିର ଆନ୍ଧ୍ରପ୍ରଦେଶର ମଛଲୀପଟ୍ଟନମ ରେ ଅବସ୍ଥିତ ।