Sundargarh ra salman khan odia film



Sundargarh ra salman khan odia film- Babushan & Nabagata.
ତରଙ୍ଗ ପ୍ରଡକ୍ସନର ଆଗାମି ଫିଲ୍ମ "ସୁନ୍ଦରଗଡ଼ର ସଲମାନ ଖାନ"। ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି ନାୟକ ବାବୁସାନ୍ ଓ ନାୟିକା ନବାଗତା।