ଜୁନ୍ ୨୧ ତାରିଖ ସୂର୍ଯ୍ୟପରାଗ

ଜୁନ୍ ୨୧ ତାରିଖ ସୂର୍ଯ୍ୟପରାଗ-

ଉତ୍ତର ଭାରତରେ ଅଧିକ ପରିମାଣରେ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ । ଜୁନ୍ ୨୧ ତାରିଖ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହୁଥିବା କାରଣରୁ ଏଭଳି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ।
ସକାଳ ୧୦ଟା ୩୮ରୁ ଆରମ୍ଭ ହୋଇ ଦିନ ୨ଟା ୯ମିନିଟରେ ଶେଷ ହେବ। ଦିବା ୧୨ ଟା ୧୫ ମି ରୁ ୧୨ ଟା ୩୦ ମି ମଧ୍ୟରେ ସୂର୍ଯ୍ୟପରାଗର ମୁଖ୍ୟ ସମୟ ଅତିକ୍ରମ କରିବ।

Post a Comment

0 Comments