ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରୋନାର ବର୍ତ୍ତମାନ ଥିବା ସ୍ଥିତିକୁ ଆଖି ଆଗରେ ରଖି ଏକ ବଡ଼ ଘୋଷଣା କରିଛନ୍ତି । ଯାହାକି ଓଡ଼ିଶାର ସମସ୍ତ 18 ବର୍ଷରୁ 44 ବର୍ଷ ବୟସ ଯାଏ ସମସ୍ତଙ୍କୁ ମାଗଣାରେ କୋରୋନା ଟିକା ଯୋଗାଇ ଦେବେ । ଏଥି ପାଇଁ 2 ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଛି । ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସୁସ୍ଥ ଓ ସଚେତନ ରହିବାକୁ ଅନୁରୋଧ କରିଛନ୍ତି ।
0 Comments