Oxygen unavailable during COVID-19



କରୋନାର ଏହି ସମୟରେ ସବୁ ଆଡ଼େ ବର୍ତ୍ତମାନ ଅମ୍ଳଜାନ ର ଆବଶ୍ୟକତା ଦେଖାଦେଇଛି । ରାଜ୍ୟ ହେଉ କି ଦେଶ ସବୁ ସ୍ଥାନରେ ଅମ୍ଳଜାନ ପହଞ୍ଚାଇବା ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥା ଲାଗିପଡିଛନ୍ତି । କେତେକ ସ୍ଥାନରେ ରୋଗୀଙ୍କ ପାଇଁ ଶଯ୍ୟା ନ ଥିବା ହେତୁ ରୋଗୀ ବହୁତ ଦୁଃଖ ର ସାମ୍ନା କରିବାକୁ ପଡୁଛି । କରୋନାର ଏହି କରାଳ ଦୃଶ୍ୟକୁ ଦେଖି ସାରା ବିଶ୍ଵର ଲୋକେ ଆତଙ୍କିତ ହୋଇପଡିଛନ୍ତି । ତେଣୁ ମାସ୍କ ବ୍ୟବହାର କରନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ ।   

Post a Comment

0 Comments