ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୨ ତାରିଖରେ ଘନୀଭୂତ ହୋଇ ୭୨ ଘଣ୍ଟାରେ ବାତ୍ୟାର ରୂପ ଧାରଣ କରିବ ବୋଲି ଅନୁମାନ କରାଯାଉଛି ଯାହାକି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି । ଏହି ବାତ୍ୟାକୁ "ୟସ" ବୋଲି ନାମକରଣ କରାଯାଇଛି । ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରି ପାଣିପାଗ ବିଭାଗ କହିଛନ୍ତି ଯେ ଏହି ବାତ୍ୟା ବଙ୍ଗୋସାଗରରେ ସୃଷ୍ଟି ହୋଇ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଗତି କରିବା ନେଇ ଅନୁମନ୍ କରାଯାଇଛି । ଏବଂ ଏହି ବାତ୍ୟା ଓଡ଼ିଶା ଓ ପଶ୍ଚିମବଙ୍ଗର ମଧ୍ୟବର୍ତ୍ତୀ ଉପକୂଳ ଅଞ୍ଚଳରେ ମେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥଳ ଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି ।
0 Comments